ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିପରି ସମ୍ବଲପୁର :୪୪.୨ ଡ଼ିଗ୍ରୀ, ଝାରସୁଗୁଡା : ୪୩.୪ ଡ଼ିଗ୍ରୀ, ହୀରାକୁଦ : ୪୨.୮ ଡ଼ିଗ୍ରୀ, କେନ୍ଦୁଝର : ୩୬.୬ ଡ଼ିଗ୍ରୀ, ଗୋପାଳପୁର: ୩୫.୪ ଡ଼ିଗ୍ରୀ, ପୁରୀ: ୩୪.୬ ଡ଼ିଗ୍ରୀ, ପାରାଦୀପ: ୩୨.୮ ଡ଼ିଗ୍ରୀ, ବାଲେଶ୍ୱର: ୩୨.୬ ଡ଼ିଗ୍ରୀ ଚାନ୍ଦବାଲି: ୨୬.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଆଗାମୀ ୩ ଘଣ୍ଟା ଭିତରେ ମୟୂରଭଞ୍ଜ ଓ କେନ୍ଦୁଝରରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ସହ ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ବହିପାରେ ପବନ । ବିଜୁଳି ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ବଜ୍ରପାତ ଅଘଟଣରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସତର୍କ ରହିବା ପାଇଁ ସଚେତନ କରିଛି ପାଣିପାଗ ବିଭାଗ ।