Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଦିଲ୍ଲୀ ବିଜେପିର କାର୍ଯ୍ୟାଳୟରେ ଚାଲିଛି କୋର୍ କମିଟି ବୈଠକ
14 ବର୍ଷ ପରେ ପୁଣି ଲୋକସଭା ନିର୍ବାଚନ ଲଢିପାରନ୍ତି ଗୋବିନ୍ଦା
ଅର୍ଗସ ବ୍ୟୁରୋ: ଶିବସେନାରେ ସାମିଲ ହୋଇଛନ୍ତି ଅଭିନେତା ଗୋବିନ୍ଦା । ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି। ଶିନ୍ଦେଙ୍କ ଦଳ ତାଙ୍କୁ ମୁମ୍ବାଇ ଉତ୍ତର ପଶ୍ଚିମ ଲୋକ ସଭା ଆସନରୁ ଟିକେଟ୍‌ ଦେଇପାରେ ବୋଲି ଅନୁମାନ କରାଯାଉଛି। ମୁମ୍ବାଇବାସୀଙ୍କ ମଧ୍ୟରେ ଚିଚି ନାମରେ ଲୋକପ୍ରିୟ ବଲିଉଡ୍ ଅଭିନେତା ଗୋବିନ୍ଦା
ବିକେଡିର ବିଧାନସଭା ପ୍ରାର୍ଥୀ ଟିକେଟ୍ ଘୋଷଣା ପରେ ଦଳରେ ତୀବ୍ର ଅସନ୍ତୋଷ
ରାୟଗଡା: ବିକେଡିର ବିଧାନସଭା ପ୍ରାର୍ଥୀ ଟିକେଟ୍ ଘୋଷଣା ପରେ ଏବେ ଜିଲ୍ଲାରେ ବିଜେଡିର ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି । ପୂର୍ବରୁ ଦଳୀୟ ନେତୃତ୍ୱକୁ ଜାହିର କରିବା ନିମନ୍ତେ ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ବାର ଦୁଇ ଗୋଷ୍ଠୀ ପରସ୍ପରର ଶକ୍ତି ପ୍ରଦର୍ଶନ କରି ଆସୁଥିଲେ । କିନ୍ତୁ ଗତକାଲିର ଟିକେଟ ଘୋଷଣା ପରେ ଦଳ ମଧ୍ୟରେ ଦେଖା ଦେଇଛି ତୀଵ୍ର ଅସନ୍ତୋଷ । ଗୋଟିଏ ଗୋଷ୍ଠ