ମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରନ୍ତୁ ବୋଲି ସଙ୍ଗଠନ ପକ୍ଷରୁ ଦାବି ହୋଇଛି। ତେବେ ବିକ୍ଷୋଭ ବେଳେ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି ପୋଲିସ। ଚାଷୀକୂଳ ସର୍ବଦା ହଇରାଣ ହରକତ ହେଉଥିବାବେଳେ ତାକୁ ନେଇ କାହାର ଚିନ୍ତା ନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଚାଷୀଙ୍କ ଉପରେ ଜୁଲମ୍କୁ ବିରୋଧ। ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ବାସଭବନ ଘେରାଉ କଲା ନବନିର୍ମାଣ କୃଷକ ସଙ୍ଗଠନ। ଗେଟ୍ ଭିତରକୁ ଧସେଇ ପଶି ପ୍ରତିବାଦ କଲେ ସଂଗଠନ ସଦସ୍ୟ । ଚାଷ ବଞ୍ଚାଅ, ଚାଷୀ ବଞ୍ଚାଅ, ଦେଶ ବଞ୍ଚାଅ ନାରା ଦେଇ ବିକ୍ଷୋଭ। ଚାଷୀଙ୍କ ଠାରୁ ଧାନରେ କିଣାର ଅନିୟମିତତାକୁ ନେଇ ବିକ୍ଷୋଭ କରିଛି ସଂଗଠନ।