Bhakti: Bhabare Bhagabata | EP -434 | Argus News
ଓସ୍କାର ସିଟି ATM ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଜଳିଗଲା ATM । ଲଷ୍ମୀସାଗର ଅଞ୍ଚଳରେ ଥିବା ଓସ୍କାର ସିଟି ATM ରେ ଅଗ୍ନିକାଣ୍ଡ ଘଟିଛି । ସଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ଏଟିଏମରେ କେତେ ଟଙ୍କା ଥିଲା ତାହା ଜଣାପଡିନାହିଁ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ ।
Download Argus News App
