ଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କୁ ଘର ଦେବା ପାଇଁ ମାହାଙ୍ଗା ଦେଇଥିବା ବଳିଦାନ ବ୍ୟର୍ଥ ଯିବ ନାହିଁ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଂଝାରପୁରରେ ଗଣ୍ଡଗୋଳ

ଅର୍ଗସ ବ୍ୟୁରୋ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଂଝାରପୁରରେ ଗଣ୍ଡଗୋଳ । ପଡୋଶୀଙ୍କ ଆକ୍ରମଣରେ ପ୍ରଫୁଲ୍ଲ ଜେନା ଗୁରୁତର ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି l ଏ ନେଇ ପ୍ରଫୁଲ୍ଲଙ୍କ ପୁଅ ମନୁ ଜେନା ଉକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି l ଅନ୍ୟ ପଟେ ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ବିଂଝାରପୁର ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି l
Download Argus News App
