ପ୍ରଣତି ସାହୁଙ୍କ ପରିବାର ସହିତ ତାଙ୍କ ପଡୋଶୀଙ୍କ ମଧ୍ୟରେ ସାମାନ୍ୟ ବଚସାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆ ଯାଇଥିଲା । ପୋଲିସ ଘଟଣାର ଆଲୋଚନା ପାଇଁ ଡ଼ାକିଥିବା ବେଳେ ହଠାତ ଗୋଟାଏ ଗୋଷ୍ଠୀର ଲୋକମାନେ ପ୍ରଣତି ସାହୁଙ୍କ ପୁଅକୁ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାରେ ଧୁଷୁରୀ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଓଡିଶା ଖବର ଆହୁରି ପଢନ୍ତୁ