ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଛି। ତେବେ ଆକ୍ରମଣର କାରଣ ଜଣାପଡିନାହିଁ। ଚାରିଆଡେ ହୋଲି ଖେଳ ଚାଲିଥିବା ବେଳେ ଏହି ଚିତ୍ର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି।
ଗୋଷ୍ଠୀ ସଂଘର୍ଷ; ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପୁରୀ : ପୁରୀ ଗଡ଼ିଶାଗୋଦା ଥାନା ଜାଗୁଳାଇପଦର ଗାଁରେ ଗୋଷ୍ଠୀ ସଂଘର୍ଷ। ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଫାର୍ସା ଚୋଟରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନେ କଣାସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
Download Argus News App
