ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଜଣଙ୍କ ଗୋଡ଼ରେ ଆଉ ଜଣକ ହାତରେ ଗୁଳି ବାଜିଛି । ସେମାନଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ଏହି ଗୁଳିମାଡ଼ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।
ଗୋରୁ ଗାଡ଼ି ଅଟକାଇବାରୁ ଗୁଳିମାଡ଼ କଲେ ଦୁର୍ବୃତ୍ତ, 2 ଗୁରୁତର

ମୟୂରଭଞ୍ଜ: ଗୋ ରକ୍ଷାକାରୀଙ୍କୁ ଗୁଳିମାଡ଼ । ଗୋରୁ ଗାଡ଼ି ଅଟକାଇବାରୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଟୋଲ ଗେଟ ନିକଟରେ ହୋଇଛି ଏ ଗୁଳି ମାଡ଼ । ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି । ଦେବ ସେନା ପକ୍ଷରୁ ଗୋରୁ ଗାଡିକୁ ଅଟକାଉ ଥିବା ସମୟରେ ହେଇଥିଲା ଗୁଳି ମାଡ଼ ।
Download Argus News App
