ତେବେ ଘଟଣାସ୍ଥଳରେ ଭରତପୁର ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ୪ଜଣଙ୍କୁ ଅଟକ ରଖିଛି ପୋଲିସ। ଆଗକୁ ଅପରାଧୀଙ୍କ ସଂଖ୍ୟା ଆହୁରି ହୋଇପାରେ। ଯେଉଁମାନେ ଭିଜୁଆଲରେ ଆସୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।
ଅବକାରୀ ଟିମକୁ ଆକ୍ରମଣ, ୪ ଅଟକ
କାଗଜ କଲମରେ ଜମିକୁ ଜଳସେଚନ କରି DMF ଟଙ୍କା ଚଳୁ
ଅର୍ଗସ ବ୍ୟୁରୋ : ମହାନଦୀ କୂଳରେ ମହୁଲପାଲି ପ୍ରକଳ୍ପ ପାଇଁ DMFରୁ ଖର୍ଚ୍ଚ ହୋଇଛି ୨୫ କୋଟି ୩୪ ଲକ୍ଷ ୩୮ ହଜାର ଟଙ୍କା। ଏହି ପ୍ରକଳ୍ପ ଦ୍ଵାରା ୨୦୧୯ ଖରିଫରେ ୧୨୦୦ ହେକ୍ଟର ଜମି ଜଳସେଚିତ ହୋଇଛି ବୋଲି ସରକାର ବିଧାନସଭାରେ କହିଛନ୍ତି। ଏଠି ଲାଗିଥିବା ଫଳକରେ ବି ସେଇ ଏକା ତଥ୍ୟ। ଫରକ୍ ଏତିକି ଯେ ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ କହିଛନ୍ତି ଏଥିପାଇଁ ଖର୍ଚ୍ଚ ହୋଇଛି ୨
Download Argus News App
