ଓଡ଼ିଶାବାସୀ ଜାଣିଛନ୍ତି ପ୍ରକୃତି ମିଶ୍ର କ'ଣ ଆଉ ମୁଁ କ'ଣ। ସତ କହିଲେ ଛାତି ଫାଟେ, ବିନା ପ୍ରମାଣରେ ଅଭିଯୋଗ କରିଛନ୍ତି ପ୍ରକୃତି ବୋଲି କହିଛନ୍ତି ସଞ୍ଜୟ। ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ ଗତକାଲି କାଷ୍ଟିଂ କାଉଚ୍ ଅଭିଯୋଗ କରିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ସଞ୍ଜୟ ଅନେକ ଝିଅଙ୍କ ଜୀବନ ବରବାଦ୍ କରିଛନ୍ତି ବୋଲି କହିଥିଲେ ପ୍ରକୃତି ମିଶ୍ର। ଓଲିଉଡ୍ରେ ନ୍ୟୁକମର କାଷ୍ଟିଂ କାଉଚ୍ର ଶିକାର ହେଉଥିବା ଅଭିଯୋଗ କରିଥିଲେ ପ୍ରକୃତି।
ଅଧିକ ପଢନ୍ତୁ ଓଡ଼ିଶା ଖବର