ଏହି ଗୁଳିବିନିମୟରେ ରାଇନୁ ଶ୍ରୀଣୁକୁ ହତ୍ୟା କିମ୍ବା ଗିରଫ କରିଛି। ଏଣୁ ଏହି ଗୁଳିବିନିମୟ ଏବଂ ଗିରଫ ମାମଲାର ସ୍ପଷ୍ଟୀକରଣ ଦେଇ କୋର୍ଟଚାଲାଣ କରିବା ଆବଶ୍ୟକ ରହିଛି । ଅତିଶୀଘ୍ର ଏହାର ସ୍ପଷ୍ଟୀକରଣ ନ ଦେଲେ ପରିସ୍ଥିତି ଭୟଭାଵ ହେବ ବୋଲି ରାକେଶ କହିଛନ୍ତି। ଗଞ୍ଜେଇ ଚାଷ ନିମନ୍ତେ ମାଓବାଦୀ ପ୍ରଥମରୁ ବିରୋଧ କରି ଆସୁଥିବାବେଳେ ପୋଲିସ କ୍ୟାମ୍ପ ସ୍ଥାପନ କରି ଗଞ୍ଜେଇ ଚାଷ ନିମନ୍ତେ ପ୍ରୋତ୍ସାହନ ଦେଉଥିବା କହୁଛନ୍ତି ରାକେଶ।
ପୋଲିସ କ୍ୟାମ୍ପ ସ୍ଥାପନ କରି ଗଞ୍ଜେଇ ଚାଷ ନିମନ୍ତେ ପ୍ରୋତ୍ସାହନ ଦେଉଛି: ମାାଓବାଦୀ
Download Argus News App
