ଯାହାକୁ ଆଳି ଥାନା ଅଧିକାରୀ ଗୁରୁତ୍ୱର ସହ ନେଇ ଘଟଣା ଉପରେ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ l ମୋବଇଲକୁ ଟ୍ରାକ କରି କଟକରେ ଥିବା ଜାଣିବାକୁ ପାଇଥିଲେ ଥାନା ଅଧିକାରୀ ଦିଲ୍ଲୀପ ସାହୁ l ଏକ ଟିମ ଗଠନ କରି କଟକ ଯାଇ ଖଗେଶ୍ୱରକୁ ଗିରଫ କରି ପାୟଲକୁ ଉଦ୍ଧାର କରିଥିଲେ l ଆଜି ଆଳି କୋର୍ଟରେ ହାଜର କରି ଦଫା 363,509,365,366(A),376,34IPC ପୋଷ୍କ ଆକ୍ଟରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକରୀ ସୂଚନା ଦେଇଛନ୍ତି l
ମୋବଇଲକୁ ଟ୍ରାକ କରି ନାବାଳିକକୁ ଉଦ୍ଧାର କଲା ଆଳି ପୋଲିସ

ଅର୍ଗସ ବ୍ୟୁରୋ : ଆଳି ପୋଲିସକୁ ମିଳିଲା ବଡ଼ ସଫଳତା l ଗତ 30/09/22 ତାରିଖ ଦିନ ଚଣ୍ଡୀଆଗଡି ପଞ୍ଚାୟତ ପାଣିସାହି ଗ୍ରାମର ଖଗେଶ୍ୱର ଶର୍ମା (23)ପଡୋଶୀ ଘରର ନାବାଳିକ ଝିଅ ପାୟଲ ପଣ୍ଡା(14)କୁ ନେଇ ଫେରାର ଥିବା ଘଟଣାକୁ ନେଇ ଝିଅର ମା ଆଳି ଥାନାରେ ଏତଲା ଦେଇଥିଲେ l
Download Argus News App
