ତେବେ ପତ୍ନୀଙ୍କ ଅଭିଯୋଗ ନାୟିକା ଜଣଙ୍କ ତାଙ୍କ ପରିବାର ନଷ୍ଟ କରିଛନ୍ତି। ଉତ୍ୟକ୍ତ ମହିଳା ଜଣକ ବାରମ୍ବାର ନାୟିକାଙ୍କ ମୁହଁ ଲୋକଙ୍କୁ ଟାଣି ଦେଖାଉଥିଲେ। ଏମିତିକି ନାୟିକାଙ୍କ ଚୁଟିଟାଣି ଘାଇଲା କରିଥିଲେ ବାବୁସାନଙ୍କ ପତ୍ନୀ। ଶେଷରେ ନାୟିକା ଜଣକ ଜୀବନ ବଞ୍ଚାଇ ପଳାଇଥିଲେ । ତେବେ ରାଜପଥରେ ଷ୍ଟାରଙ୍କ ଏଭଳି ଲଭ ଟ୍ରାଙ୍ଗେଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ ଯାହାପରେ ହରଡଘଣାରେ ବାବୁସାନ ପ୍ରକୃତି। ବାବୁସାନଙ୍କ ସହ ସମ୍ପର୍କ ଖରାପ ପାଇଁ ପ୍ରକୃତି ଦାୟୀ ବୋଲି କ୍ୟାମେରା ସାମ୍ନାରେ କହିଛନ୍ତି ବାବୁସାନଙ୍କ ପତ୍ନୀ।
ରାସ୍ତା ମଝିରେ ଫ୍ୟାମିଲି ଡ୍ରାମା, ହରଡଘଣାରେ ବାବୁସାନ ଓ ପ୍ରକୃତି

ଅର୍ଗସ ବ୍ୟୁରୋ: ପତି ପତ୍ନୀ ଓ ନାୟିକା । ରାସ୍ତା ମଝିରେ ଫ୍ୟାମିଲି ଡ୍ରାମା । ପ୍ରେମମ୍ ନାୟିକାଙ୍କ ଚୁଟି ଟାଣି ଘାଇଲା କଲେ ଇଡିଅଟ ହିରୋଙ୍କ ପତ୍ନୀ । ଜୀବନ ବଞ୍ଚାଇବା ପାଇଁ ଦଉଡିଲେ ପ୍ରକୃତି ମିଶ୍ର । ଶନିବାର ସକାଳେ ଏଭଳି ଘଟଣା ରାସ୍ତା ମଝିରେ ଘଟିଥିବା ଦେଖିବାକୁ ମିଳିଛି । ରାଜଧାନୀର ଏକ ଗଳିରେ କାର ନେଇ ଯାଉଥିଲେ ବାବୁସାନ । ସାଥିରେ ଥିଲେ ପ୍ରେମମ ନାୟିକା । ହଠାତ ଗାଡିକୁ ଅଟକାଇଥିଲେ ବାବୁସାନଙ୍କ ପତ୍ନୀ । ଖାଲି ଗାଡି ଅଟକାଇ ନଥିଲେ ଗାଡି ଭିତରୁ ଉଭୟଙ୍କୁ ଭିଡା ଟଣା କରିବା ସହ ପାଟିକୁ ଯାହା ଆସିଲା କହି ଚାଲିଥିଲେ ।
ଫ୍ୟାନରେ ଝୁଲି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ଥିତ ସିନର୍ଜୀ ବୈଶୟିକ ଶିକ୍ଷା ଅନୁଷ୍ଠାନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମର ସାହିଲ ରାଜ୍ ବେନୀୟା । ସାହିଲ୍ ଏହି ଶିକ୍ଷା ଅନୁଷ୍ଠାନରେ ବିଟେକ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟ କ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ
Download Argus News App
