ହାଇକୋର୍ଟରେ ଅଭିନେତା ବାବୁଶାନଙ୍କ ଆଗୁଆ ଜାମିନ ଆବେଦନ ମାମଲା । ଆଗୁଆ ଜାମିନ ଆବେଦନର କୌଣସି ଆବଶ୍ୟକତା ନ ଥିବା ଦର୍ଶାଇଲେ ହାଇକୋର୍ଟ ଏହାସହ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ । ସୂଚନା ଥାଉକି, ଗିରଫ ଆଶଙ୍କାରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଅଭିନେତା ବାବୁସାନ । ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ବାବୁସାନଙ୍କ ଆଗୁଆ ଜାମିନ ଆବେଦନ ମାମଲା

ଅର୍ଗସ ବ୍ୟୁରୋ: ମିଶିବା ପାଇଁ ଫିଟିଲା କି ବାଟ। କଳିରେ ପଡିବ କି ପୂର୍ଣ୍ଣଛେଦ। ହାଇକୋର୍ଟରେ ଅଭିନେତା ବାବୁସାନଙ୍କ ଆଗୁଆ ଜାମିନ ଆବେଦନ ମାମଲାର ଅନ୍ତ ଘଟିଛି। ହାଇକୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି। ବାବୁଶାନ ଥାନାରେ ହାଜର ହୋଇଥିଲେ । Crpc-୪୧ ରେ ତାଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ଏଥିପାଇଁ ଜାମିନର ଆବଶ୍ୟକତା ନ ଥିବାରୁ କୋର୍ଟ ଆଗୁଆ ଜାମିନ ଆବେଦନର ଅନ୍ତ ଘଟାଇଛନ୍ତି। ଯାହାପରେ ବାବୁସାନ ଓ ତ୍ରିପ୍ତିଙ୍କ ମଧ୍ୟରେ ଥିବା ଝଗଡାକୁ ଦୂର ହେବାର ଆଶା ଦେଖାଦେଇଛି ।
ରାଜ୍ୟରେ ବନ୍ୟା ବିଭୀଷିକାର ଭୟଙ୍କର ରୂପ

ଅର୍ଗସ ବ୍ୟୁରୋ : ସମୟ ଗଡୁଚି କଷଣ ବଢୁଛି । ଜଳ ଯନ୍ତ୍ରଣାରେ କଲବଲ ହେଉଛନ୍ତି ବନ୍ୟା ବିପନ୍ନ । କିଏ ବେଘର ହୋଇଛି ତ ଆଉ କିଏ ଘରେ ଥାଇ ବି ଖାଇବାକୁ ଗଣ୍ଡେ ପାଉନି । କାହାର ନଦୀ ବନ୍ଧ ଉପରେ ଦିନ ବିତୁଛି ତ ଆଉ କାହାର ଘର ଛାତ ଉପରେ । ଏମିତି ୪ ଦିନ ହେବ ନଦୀ କୂଳିଆଙ୍କ ହସଖୁସି ଛଡାଇ ନେଇଛି ବନ୍ୟା ଜଳ । ସିଭିଏଁ ଅନାଇ ବସିଛନ୍ତି ସରକାରୀ ସହୟତାକୁ ମାତ୍ର ତାହା ବି ସା
Download Argus News App
