ଲକ୍ଷାଧିକ ଟଙ୍କାର ଏକ୍ସପାଇରି ସାମଗ୍ରୀ ଜବତ। ମଲ ମାଲିକଙ୍କୁ ପଚରାଉଚରା କରିଛି ପୋଲିଛି ।
ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ:କଟକ ଭି ମାର୍ଟ ମଲରେ ଚଢ଼ାଉ। ଏକ୍ସପାୟରି ସାମଗ୍ରୀ ବିକ୍ରୀ କରିବା ଅଭିଯୋଗରେ ଭି ମାର୍ଟ ମଲରେ ଚଢ଼ାଉ। ବାଦାମବାଡ଼ି ଅଞ୍ଚଳରେ ଥିବା ଭି ମାର୍ଟ ମଲରେ ଚଢାଉ କରିଛି ବାଦାମବାଡ଼ି ଥାନା ପୋଲିସ।
ଲକ୍ଷାଧିକ ଟଙ୍କାର ଏକ୍ସପାଇରି ସାମଗ୍ରୀ ଜବତ। ମଲ ମାଲିକଙ୍କୁ ପଚରାଉଚରା କରିଛି ପୋଲିଛି ।
ଅଧିକ ପଢନ୍ତୁ ଓଡିଶା ଖବର