ବିନ୍ଧ୍ୟାବାସିନି ଶ୍ରମିକ ସଂଘ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସର୍ଗିପାଲି ଗାଁରେ କାମ କରି ବର୍ଷ ବର୍ଷ ଧରି ପାଉଣା ପାଉନଥିବା ବେଳେ, ବିନା କାମ କରି ଲୋକଙ୍କ ନାମରେ ଟଙ୍କା ଉଠୁଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ସରପଞ୍ଚଙ୍କ ବିରୋଧରେ ସ୍ଲୋଗାନ ଦେଇ ବ୍ଲକ୍ କାର୍ଯ୍ୟାଳୟରେ ସମ୍ବୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିକ୍ଷୋଭକାରୀ ।
ବଲାଙ୍ଗୀର ଜିଲ୍ଲାରେ ବ୍ୟାପକ ଅନିୟମିତତା

ଅର୍ଗସ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ମହରାପଦର ପଞ୍ଚାୟତ ସର୍ଗିପାଲି ଗାଁରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ଶ୍ରମିକ ମାନେ ବ୍ଲକ ଘେରାଉ କରିଛନ୍ତି ।
Download Argus News App
