ଅଧିକ ପଢନ୍ତୁ : ରାସ୍ତା ମରାମତି କାର୍ଯ୍ୟକୁ ନେଇ ରାସ୍ତା ରୋକ୍
ସ୍ଥାନୀୟ ସାମାଜିକ କର୍ମୀ ଚକ୍ରଧର ଜାନୀଙ୍କ ନେତୃତ୍ଵରେ ସ୍ଥାନୀୟ ଲୋକେ ଆମ୍ବେଦକର ଛକ ଉପରେ ଧାରଣାରେ ବସିଚନ୍ତି । ଆଗାମୀ ଦିନରେ ପଦକ୍ଷେପ ନ ନେଲେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।