ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟିବାରୁ ୪୦ ଦିନର ଶିଶୁ ସମ୍ପୂର୍ଣ୍ଣ ଜଳିଯାଇ ପ୍ରାଣ ହରାଇଛି । ଦମ୍ପତ୍ତିଙ୍କ ସମେତ ୩ ଜଣ ରଗୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଅର୍ଗସ ବ୍ୟୁରୋ : ବାଲେଶ୍ବର ଚାନ୍ଦିପୁର ମେରାଇନ ଥାନା ମିର୍ଜାପୁର ଅଞ୍ଚଳରେ ଦୁର୍ଘଟଣା । ଗ୍ୟାସ ଟାଙ୍କି ଫାଟି ୪୦ ଦିନର ଶିଶୁ ଜୀବନ୍ତ ଦଗ୍ଧ, ୩ ଜଣ ଗୁରୁତର । ଅରଡବଜାର ଅଞ୍ଚଳର ସେକ୍ ଭଲୁଙ୍କ ଝିଅ, ଜ୍ବାଇଁ ଚାନ୍ଦିପୁର ବୁଲିବାକୁ ଆସିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ।