ଗତ ଡିସେମ୍ବର 25 ତାରିଖରେ ସୋର ଥାନା ୱାଦା ଗ୍ରାମର ପ୍ରଶାନ୍ତ ମହନ୍ତ ଙ୍କ ସ୍ତ୍ରୀ ତୃପ୍ତିମଇ ସାହୁ ଏଠାରେ ଆଡ଼ମିସନ ହୋଇଥିଲେ l ଡାକ୍ତର ସିଜ୍ରିଆନ୍ କରିବା ବେଳେ ମହିଳାଙ୍କ ନାଡି କାଟି ଦେଇଥିଲେ, ଫଳରେ ମହିଳା ଜଣଙ୍କ ଗୁରୁତର ହୋଇଥିଲେ।
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ : ବାଲେଶ୍ବର ସୋରରେ ଉତ୍ତେଜନା । ସିଜରିଆନ କରି ପ୍ରସୂତିଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି । ସୋର ସ୍ଥିତ ଏକ ଘରୋଇ ନର୍ସିଙ୍ଗହୋମରେ ବ୍ୟାପକ ଭଙ୍ଗା ରୁଜା । ବାରମ୍ବାର ଏହି ଘରୋଇ ନର୍ସିଙ୍ଗ ହୋମ ନାମରେ ଅଭିଯୋଗ ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି ।