ସେ ଗତ ୧୮ ତାରିଖରେ ଭଦ୍ରକ କାରାଗାର ରୁ ସୋର ଉପକାରଗାର କୁ ଆସିଥିଲେ । ସେ ଏକ ଚୋରି ଅଭିଯୋଗରେ ବିଚାରଧୀନ କଏଦୀ ଭାବେ ଥିଲେ । ଗତକାଲି ସନ୍ଧ୍ୟାରେ ଖାଦ୍ୟ ଦିଆଯାଉଥିବା ସମୟରେ ସେ ପାଚେରୀ ଡେଇଁ ଫେରାର ହୋଇଯାଇଥିବା ଜେଲର କହିଛନ୍ତି । ପୂର୍ବ ରୁ ଏହି ଜେଲ୍ ରୁ କଏଦୀ ଫେରାଇ ହୋଇଥିବା ବେଳେ ଏବେ ପାଚେରୀ ଡେଇ କଏଦୀ ଫେରାର ଘଟଣା ସୋର ଉପକାରଗାର ର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି l
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ