ଗାଁର କିଛି ଲୋକଙ୍କ ସହ ଶ୍ୟାମଙ୍କ ଝଗଡ଼ା ହୋଇଥିଲା । ପରେ ଗୁଣି କରିବା ପାଇଁ ଧମକଦେଇଥିଲେ ଶ୍ୟାମ । ଏହି ଘଟଣାକୁ ନେଇ ଲୋକେ ଏକତ୍ରିତ ହେବା ସହ ଶ୍ୟାମଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଜିଭ କାଟିଦେବା ସହ ପିଟିପିଟି ମାରିଦେଲେ ଲୋକେ

ଅର୍ଗସ ବ୍ୟୁରୋ : ବାଲେଶ୍ବର ନୀଳଗିରି ଥାନା ବାଙ୍କୀଶୂଳ ଗାଁରେ ହତ୍ୟାକାଣ୍ଡ । ଗୁଣି ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା । ଜିଭ କାଟିଦେବା ସହ ପିଟିପିଟି ମାରିଦେଲେ ଲୋକେ । ମୃତକ ହେଲେ ବାଙ୍କୀଶୂଳ ଗାଁର ଶ୍ୟାମ ସିଂ ।
Download Argus News App
