ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଉଭୟ ପଟୁ ଢେଲା ମାଡ଼

ଅର୍ଗସ ବ୍ୟୁରୋ : ବାଲେଶ୍ବର ମୋତିଗଞ୍ଜ ଉତ୍ତରପାର୍ଶ୍ବ ଉଚ୍ଛେଦ ବେଳେ ଉତ୍ତେଜନା । ଉଭୟ ପଟୁ ଢେଲା ମାଡ଼। ପୋଲିସ ଉପସ୍ଥିତିରେ ଲୋକେ କଲେ ଢ଼େଲାମାଡ଼ । ପୋଲିସ ଚୁପ । ଆଜି ପୌର ପ୍ରଶାସନ ପକ୍ଷରୁ ମୋତିଗଞ୍ଜରେ ରାସ୍ତା ଉପରକୁ ମାଡି ଆସିଥିବା ଦୋକାନୀଙ୍କ ବିଭିନ୍ନ ହୋର୍ଡିଙ୍ଗ ଓ ସ୍ଲାବ ଭାଙ୍ଗୁଥିବା ବେଳେ ହୋଇଥିଲା ଢେଲା ମାଡ଼ । ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ମୁତୟନ ।
Download Argus News App
