ଅଧିକ ପଢନ୍ତୁ : ସରକାରୀ ଆବାସରୁ ବଞ୍ଚିତ ହୋଇ ତାତିଲେ ପରିବାର ଲୋକେ
ଅଭିଯୋଗ କ୍ରମେ ବାଟଗ୍ରାମ ପୋଲ ନିକଟରେ ଭୋଗରାଇ ତହସିଲଦାରଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ଚଡାଉ କରି ବାଲିବୋଝେଇ ଡମ୍ପର ଡ୍ରାଇଭ ଜବଦ କରିବା ସହିତ ଡ୍ରାଇଭର ହେଲପରକୁ ଅଟକ ରଖିଛନ୍ତି ।
ଅର୍ଗସ ବ୍ୟୁରୋ : ବାଲି ବୋଝେଇ ୫ ଡମ୍ପର, ୨ ଟ୍ରାକ୍ଟର ଜବଦ। ବାଲେଶ୍ବର ଲିଲ୍ଲା ୫୭ ନମ୍ବର ରାଜ୍ୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ବେଳେ ୫ ବାଲି ବୋଝେଇ ଡମ୍ପର, ୨ ଟ୍ରାକ୍ଟର ଜବଦ ହେଇଛି ।