ପରେ ଅନୁମତି ଭିକ୍ଷା ସହ ଗଛ କଟା ଯାଇ ରଥଖଳାକୁ ଅଣା ଯାଇଛି । ଅନୁକୁଳ ହୋଇଥିବା ଏହି କାଠକୁ ଚଳିତ ବର୍ଷ ନନ୍ଦିଘୋଷ ରଥର ଅଠର ନାହାକ କାର୍ଯ୍ୟରେ ଲଗାଯିବ ବୋଲି କହିଛନ୍ତି ରଥ ମହାପାତ୍ର ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥକାଠ ଅନୁକୁଳ । ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଆଜି ରଥକାଠ ଅନୁକୁଳ କରାଯାଇଛି । ପାରମ୍ପରିକ ରୀତିନୀତି ଅନୁସାରେ ଆଜି ରଥ ମହାରଣାଙ୍କ ସମେତ ଅନ୍ୟ ସେବାୟତମାନେ ରଥ କାଠ ପାଇଁ ଚିହ୍ନିତ ହୋଇଥିବା ଗଛକୁ ପୂଜାର୍ଚ୍ଚନା କରିଥିଲେ ।
ପରେ ଅନୁମତି ଭିକ୍ଷା ସହ ଗଛ କଟା ଯାଇ ରଥଖଳାକୁ ଅଣା ଯାଇଛି । ଅନୁକୁଳ ହୋଇଥିବା ଏହି କାଠକୁ ଚଳିତ ବର୍ଷ ନନ୍ଦିଘୋଷ ରଥର ଅଠର ନାହାକ କାର୍ଯ୍ୟରେ ଲଗାଯିବ ବୋଲି କହିଛନ୍ତି ରଥ ମହାପାତ୍ର ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।