ମହାମାୟା ସୁଭଦ୍ରାଙ୍କ ଦିବ୍ୟ ପହଣ୍ଡି ଦର୍ଶନ କରନ୍ତୁ ।
ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ବାରିପଦା ସଦରଥାନା ଅନ୍ତର୍ଗତ ମଞ୍ଚାବନ୍ଧା ପାତ୍ରସାହି ନାଳ ନିକଟରେ ଜଣେ ଯୁବକର ଝୁଲନ୍ତା ମୃତ ଦେହଙ୍କୁ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ଜଣଙ୍କ ହେଉଛନ୍ତି ସଦରଥାନା ଅଧିନସ୍ଥ ଚାନ୍ଦୁଆ ଗ୍ରାମର ଅଜୟ ପାତ୍ର । ଅଜୟ ବାରିପଦା ସହରର ଏକ ହୋଟେଲରେ କାମ କରୁଥିବା ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଫାଶୀ ଅବସ୍ଥାରେ ଅଜୟର ମୃତ ଦେହକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏହାସହ ଶବ ବ୍ୟବେଚ୍ଛଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଇଛି । ତେବେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବାବେଳେ ପୋଲିସ ତାର ତଦନ୍ତ ଜାରି ରହିଛି ।
ରାସ୍ତାକଡକୁ ଖସିଲା ବସ୍, ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ଅର୍ଗସ ବ୍ୟୁରୋ: ବାଘମାରି ସିମୋର ରାସ୍ତା ମଝିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍। ବସଟି ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ଯ ହରାଇ ରାସ୍ତା କଡରେ ଖସି ପଡିଥିଲା। ଏଥିରେ 20ଯାତ୍ରୀ ଆହାତ ହୋଇଥିବା ବେଳେ 3 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ରେ ଭର୍ତି କରାଯାଇଥିବ
Download Argus News App
