ଦିଲ୍ଲୀ ପୋଲିସର ସମନ୍ ପରେ ଜାତୀୟ ଏସ୍ସି/ଏସ୍ଟି କମିଶନଙ୍କ ପକ୍ଷରୁ କମିଶନରେଟ୍ ପୋଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲା । ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମାଆଙ୍କୁ ବି ସମନ ହୋଇଥିଲା । ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ବର୍ଷା ଓ ତାଙ୍କ ଝିଆରୀ, ମାଆଙ୍କୁ ଅନ୍ତରୀଣ ସୁରକ୍ଷା

ଅର୍ଗସ ବ୍ୟୁରୋ: ବର୍ଷାଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା । ହାଇକୋର୍ଟ ତାଙ୍କୁ ଏହି ସୁରକ୍ଷା ଦେଇଛନ୍ତି। ମାମଲାରେ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ବର୍ଷା, ତାଙ୍କ ଝିଆରୀ ଓ ମାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ଅନୁଭବଙ୍କ ସୁରକ୍ଷାକର୍ମୀଙ୍କୁ ଜାତିଆଣ ଆକ୍ଷେପ ନେଇ ଥିଲା ଅଭିଯୋଗ । ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିସୂଚକ ଗାଳି ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ବର୍ଷାଙ୍କୁ ସମନ କରିଥିଲା ।
ସନ୍ଧ୍ୟା ସୁଦ୍ଧା ଜଳସ୍ତର କମିବା ପରେ ସାମାନ୍ୟ ସୁଧାର ଆସିବ-SRC

ଭୁବନେଶ୍ୱର: ରାଜ୍ୟରେ ବନ୍ୟାସ୍ଥିତି ନେଇ SRCଙ୍କ ପ୍ରେସମିଟ୍ । ଆଜି 3 ଟାରେ ହୀରାକୁଦର କିଛି ଗେଟ୍ ବନ୍ଦ କରାଯିବ । ବର୍ତ୍ତମାନ ବାଲାନ୍ସ ସ୍ଥିତିରେ ଗେଟ୍ ବନ୍ଦ ଏବଂ ଖୋଲାଯିବ । `ଏବେ କୌଣସି ଜାଗାରେ ଘାଇ ହେବାର ଖବର ଆସିନି' । `ସନ୍ଧ୍ୟା ସୁଦ୍ଧା ଜଳସ୍ତର କମିବା ପରେ ସାମାନ୍ୟ ସୁଧାର ଆସିବ' । `ମହାନଦୀ ସିଷ୍ଟମରେ 7ଟି
Download Argus News App
