ଶାଶୂ ଘରକୁ ଯାଇ ଶାଶୂ ଓ ଶ୍ବଶୁରଙ୍କ ଆର୍ଶୀବାଦ ନେଇଛନ୍ତି । ବୋହୂକୁ ସ୍ୱାଗତ କରିଛନ୍ତି ଶାଶୂ ଓ ଶ୍ୱଶୂର ରମା ବଳିଆର ସିଂହ । ବର୍ଷା କହିଲେ, ବିଜୟ ହେବା ପରେ ମୋତେ ବହୁତ ଖୁସି ଲାଗୁଛି । ବାପାଙ୍କ ପରି ଲୋକଙ୍କ ସେବା କରିବି । ଲୋକଙ୍କ ଭରସା ଓ ବିଶ୍ୱାସ ଭାଙ୍ଗିବିନି । ଏବଂ ବିଜୟ ପାଇଁ ପଦ୍ମପୁରବାସୀଙ୍କ ବୋଲି କହିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।