ଭୋର ସମୟରୁ ବୈତରଣୀ ରେ ସ୍ନାନ କରି ଝାଡେଶ୍ୱର ମହାଦେବଙ୍କୁ ଦର୍ଶନ କରିଥାନ୍ତି ଶ୍ରଦ୍ଧାଳୁ। ଏହି ଅବସରରେ ଝାଡେଶ୍ୱର ପୀଠରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳେ। ବର୍ତ୍ତମାନ ବୈତରଣୀର ଜଳଧାରା ଶୁଖି ଯାଇଥିବାରୁ ସ୍ନାନ ନିମନ୍ତେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଭକ୍ତ। ବାରୁଣୀ ଅବସରରେ ୭ ଦିନ ଧରି ଝାଡେଶ୍ୱର ପୀଠରେ ମେଳା ପଡ଼ିବା ସହିତ ମିନାବଜାରର ଭରପୁର ମଜା ଉଠାନ୍ତି ସ୍ଥାନୀୟ ଲୋକେ।
ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର