ଏହାଛଡ଼ା କଟକରେ ଆହୁରି ଅନେକ ମଲ ରହିଛି ଯେଉଁ ଗୁଡିକ ଆଗାମୀ ଦିନରେ ଚଢ଼ାଉ କରାଯିବ ଓ ସମସ୍ତ ଦସ୍ତାବିଜ କୁ ଯାଞ୍ଚ କରିବ ସିଏମସି ଟିମ । ସମସ୍ତ ପ୍ରମାଣ ପତ୍ର ଯଥାଶ୍ରୀଘ୍ର ଦେବା ପାଇଁ କହିଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ସପିଂ ମଲ ସିଲ, ସିଲ କଲା କଟକ ମହାନଗର ନିଗମ

ଅର୍ଗସ ବ୍ୟୁରୋ: ସିଡିଏ ୭ ନମ୍ବର ବଜାର କୋଲକାତା ସପିଂ ମଲ ସିଲ। ସିଲ କଲା କଟକ ମହାନଗର ନିଗମ । ବେଆଇନ ପାର୍କିଂ , ବିଲ୍ଡିଂ ନିର୍ମାଣରେ ଅବୈଧ କାରବାର ଓ ହୋଲ୍ଡିଂ ଟ୍ୟାକ୍ସ ଗୋଦାମ ଉଦେଶ୍ୟରେ ନେଇ ମଲ ଖୋଲିବା ଘଟଣାରେ ଏହି ବଜାର କୋଲକାତା ମଲକୁ ସିଲ କରିଛି ସିଏମସି ଏନ୍ଫୋର୍ସମେଣ୍ଟ ଟିମ। ଯେତେ ଦିନ ପର୍ଯ୍ୟନ୍ତ ଏହି ଦିଗରେ ମଲ କତ୍ତୃପକ୍ଷ ସଠିକ ପ୍ରମାଣ ପତ୍ର ପ୍ରଦାନ କରି ନାହାନ୍ତି ସେଦିନ ପେର୍ଯ୍ୟନ୍ତ ମଲଟି ସିଲ ହୋଇ ରହିବ।
Download Argus News App
