ନଦୀରେ ଗାଧୋଇବା ବେଳେ ଅଘଟଣକୁ ଏଡାଇବା ପାଇଁ ସବୁ ନଦି ପଠାରେ ପୋଲିସ ଫୋର୍ସ, ଓଡ୍ରାଫ ଓ ଅଗ୍ନିଶମ ମୁତୟନ ହେବେ । 4 ଟି ସ୍ଥାନରେ ଷ୍ଟାଈକିଙ୍ଗ ଫୋର୍ସ ମୁତୟନ ହେବେ, କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଫୋର୍ସ ରହିବେ, ଯେଉଁମାନେ ଦୃଘଟଣା ଘଟି ମେଡିକାଲ ଆସିବେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ସହଯୋଗ କରିବେ ।
4 ଜଣ ଏଡିସିପି ସୁପରଭାଇଜ କରିବେ । 7 ଏସିପି, 28 ଆଇଆଉସି ,57ଜଣ ଏସଆଇ, 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସକାଳ 7ରୁ 3 ଟା ପର୍ଯ୍ୟନ୍ତ ହୋଲି ଖେଳ ହେବ, ବିଭିନ୍ନ ସ୍ଥାନରେ ସ୍ପେଶାଲ ଟିମ ଚେକ କରିବେ । ରାତିରେ ମଦୁଆଙ୍କ ଉପରେ ନଜର ରଖା ଯାଇଛି ।