ଲୋକମାନଙ୍କ ଭିଡ ନହେବା ପାଇଁ ରାମଚନ୍ଦ୍ରପୁର ଥାନା ସବ-ଇନ୍ସପେକ୍ଟର ଅଭିମନ୍ୟୁ ଦାସ ଅନ୍ୟ ପୋଲିସ କର୍ମଚାରୀଙ୍କ ସହିତ ଘଟଣା ସ୍ଥଳରେ ଅନୁଧ୍ୟାନ କରିଛନ୍ତି।
ଗାଁରେ ପଶିଲା ଭାଲୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଜରଦା ଗ୍ରାମରେ ପଶିଲା ଭାଲୁ। ଭାଲୁଟି ଜରଦା ବାଞ୍ଛେଶ୍ୱର ମନ୍ଦିର ପରିସର ବୁଦା ମଧ୍ୟରେ ଅଛି, ଫରେଷ୍ଟ ଗାର୍ଡମାନେ ଚାରିପଟୁ ଜଗି ରହିଛନ୍ତି।
Download Argus News App
