ସେପଟେ ଗାଢ ଭାଲୁଟି କାଶିପୁର ଗାଁର ପଦ୍ମାବତୀ ଦଳାଇ ନାମକ ଜଣେ ମହିଳାଙ୍କୁ କାମୁଡି ରକ୍ତାକ୍ତ କରିଥିଲା । ସେ ଏବେ ମେଡିକାର ଭର୍ତ୍ତି ହୋଇଛନ୍ତି । ତେବେ ଗାଢ ଭାଲୁର ସ୍ୱସ୍ଥ୍ୟ ପରୀକ୍ଷା ପରେ ତାକୁ ଜଙ୍ଗଲରେ ଛଡାଯିବ ବୋଲି ବନଵିଭାଗ ସୂଚନାରୁ ଜଣାପଡିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : କୂଅରେ ପଡ଼ିଲା ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ଜଙ୍ଗଲୀ ଗାଢ ଭାଲୁ । ବହୁ ପରିଶ୍ରମ ପରେ ଗାଢ ଭାଲୁକୁ କୂଅରୁ ଉଦ୍ଧାର କରିଛି ଟାଙ୍ଗୀ ବନବିଭାଗ ଓ ଅଗ୍ନିଶମ ବିଭାଗ । ଗତକାଲି ରାତିରେ ଚିତ୍ରକୂଟର ଏକ ଗାଢଭାଲୁ କାଶିପୁର ଗାଁ ଆଡ଼କୁ ଆସି ଗଙ୍ଗା ପାଇକରାୟଙ୍କ କୂଅରେ ପଡିଯାଇଥିଲା ।