ଜାମୁଡ଼ିହା ଗ୍ରାମର କାଁହ୍ନୁ ଚରଣ ପ୍ରଧାନ ଓ ତାଙ୍କ ଝିଅ ସୁଚିସ୍ମିତା ପ୍ରଧାନ ଆଜି ନୀଳଗିରି ଆସୁଥିବା ସମୟରେ ବାଉଁଶନାଳ ନିକଟରେ ମହୁମାଛି ଆକ୍ରମଣ କରିଥିଲେ । ପରେ ଅନ୍ୟ ଲୋକଙ୍କୁ ବି ଆକ୍ରମଣ କରିଥିଲେ ।
ଗୋଡେଇ ଗୋଡେଇ ଆକ୍ରମଣ କଲେ ମହୁମାଛି
Download Argus News App
