ଏଲିଜାକୁ 16 ବର୍ଷ ପୂର୍ବରୁ ରେଢାଖୋଲରୁ ଉଦ୍ଧାର କରାଯାଇ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ବା ଡିଅର ପାର୍କରେ ରଖାଯାଇଥିଲା । ବୁଧବାର ସକାଳେ ଭାଲୁ ଛୁଆଟିର ମୃତ୍ୟୁ ହୋଇଥିବାବେଳେ ସନ୍ଧ୍ୟାରେ ଶବଶତ୍କାର କରାଯାଇଥିଲା ।
ଚିକିତ୍ସାରେ ଅବହେଳା ଯୋଗୁଁ ଏଲିଜାର ମୃତ୍ୟୁ
Download Argus News App
