ଖରା ବର୍ଷାରେ ପାଣି ପାଇଁ ଦୂର ରୁ ଆସି ଅପେକ୍ଷା କରିବାକୁ ପଡୁଛି। ଅଞ୍ଚଳରେ ଜଳ ସ୍ତର କମ୍ ଥିବାରୁ ନଳକୂପ ଜଳ ସଞ୍ଚୟ ପାଇଁ ଛୋଟ ଛୋଟ ଟାଙ୍କୀ ନିର୍ମାଣ ହେଇଛି। କିନ୍ତୁ ନଳକୂପର ତଳେ ନାଲି ନିର୍ମାଣ ନ ହେଇଥିବାରୁ ସବୁ ପାଇଁ ରାସ୍ତା ରେ ବହି ଯାଉଛି, ଯାହା ଫଳରେ ରାସ୍ତା ମଧ୍ୟ କାଦୁଆ ହେଉଛି। ବସୁଧା ଯୋଜନା ରେ ଗାଁ ର ପ୍ରତି ଘର କି ପାଣି ଯୋଗାଇବା ପାଇଁ ସରକାରଙ୍କ ଯୋଜନା ରହିଛି।
ଗାଁ ରେ ବସୁଧା ଯୋଜନା ରେ ପାଇପ୍ ପୋତା ହେଇଛି, ଘର ଘର ବାହାରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ ହେଇଛି, କିନ୍ତୁ ଜଳ ଯୋଗାଣ ପାଇଁ ଟାଙ୍କୀ ନିର୍ମାଣ ଆଜି ପର୍ଯ୍ୟନ ହେଇ ନାହିଁ, ଯାହା ପାଇଁ ଗ୍ରାମବାସୀ ପାଣି ପାଇ ପାରୁ ନାହାଁନ୍ତି। ସମସ୍ତ ଷ୍ଟାଣ୍ଡ ପୋଷ୍ଟ ମାନେ ମଧ୍ୟ ନିମ୍ନ ମନର କାମ ହେଇ ଥିବାରୁ କିଛି ମାସ ମଧ୍ୟରେ ଭଗ୍ନ ଅବସ୍ଥାରେ ପଡ଼ିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।