ଗୁରୁତର ଅବସ୍ଥାରେ ମାଧୁରୀ ପଣ୍ଡା ଏବଂ ସୋନାଲି ସାହୁଙ୍କୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତରିତ କରାଯାଇଛି । ବ୍ରହ୍ମପୁର ବଡ଼ବଜାର ଥାନା ରଘୁପତି ନଗରରେ ଘଟିଛି ଏଭଳି ଘଟଣା । ବ୍ରହ୍ମପୁର ବାଲ୍ମୀକିପେଣ୍ଠ ସାହିର ଆକ୍ରମଣକାରୀ ସୁଭମ ସାହୁ ଓରଫ ରୋଶନ ସାହୁ ଫେରାର ହୋଇଯାଇଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।