ନ୍ୟାୟ ନ ମିଳିଲା ଯାଏଁ ଏମିତି ରାସ୍ତା ଉପରେ ଧାରଣା ଦେବେ ବୋଲି କହୁଛନ୍ତି ତପସ୍ୱୀନୀ। ଆଜି SDJM କୋର୍ଟରେ ଶୁଣାଣିରହିଛି । ତପସ୍ୱିନୀଙ୍କ, ତାଙ୍କ ସ୍ୱାମୀ ସୁମିତ ସାହୁ ଏବଂ ତାଙ୍କ ଶଶୁର ପ୍ରମୋଦ ସାହୁ ବ୍ରହ୍ମପୁର SDJM କୋର୍ଟରେ ଉପସ୍ଥିତ ଅଛନ୍ତି।
ସେପଟେ ତପସ୍ୱିନୀ କହିଛନ୍ତି ଯେ, ମୋତେ କେହିବି ସାହାଯ୍ୟ କରୁନାହାନ୍ତି। ଆଗକୁ ବର୍ଷା ହେବ ବୋଲି ଶୁଣିବାକୁ ମିଳୁଛି, ମୁଁ କେମିତି ରହିବି କାହାର ଟିକେ ବି ଚିନ୍ତି ନାହିଁ। ତେବେ ତପସ୍ୱିନୀଙ୍କୁ କେବେ ନ୍ୟାୟ ମିଳିବ ତାହା ଦେଖିବାକୁ ବାକି ରହିଲା।