ଅଧିକ ପଢନ୍ତୁ ଓଡ଼ିଶା ଖବର
ଅଭିଯକ୍ତମାନେ ହେଲେ କାଳିଆମ୍ବାର ଦିଲ୍ଲୀପ କୁମାର ପ୍ରଧାନ, ସଞ୍ଜୀବ ନାୟକ, ଶୁକୁଲା ଗାଁର ରାମ ଚନ୍ଦ୍ର ଲେଙ୍କା, ଗୁରୁପଡ଼ା ଗାଁର ପିଣ୍ଟୁ ପ୍ରଧାନ । ଗାଡିରୁ ୬୦ କିଲୋର ଦୁଇଟି ଗଞ୍ଜେଇ ବ୍ୟାଗ ଜବତ ସହ ଚାରୋଟି ମୋବାଇଲ୍ ସିଜ୍ କରିଛି ପୋଲିସ ।
ଅର୍ଗସ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ସୋରଡା ଥାନା ପାଟପଲ୍ଲୀ ଛକରେ ଗଞ୍ଜେଇ ଭର୍ତ୍ତି କାର ଜବତ । ସୋରଡା ପୋଲିସ ପେଟ୍ରୋଲିଂ ବେଳେ ଗାଡିଟକୁ କାବୁ କରିଥିଲା । ଗାଡିର ଡ୍ରାଇଭର ସହ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ଗାଡ଼ିଟି ଦାରିଙ୍ଗବାଡିରୁ ଆସୁଥିବାବେଳେ ପାଟପଲ୍ଲୀ ଛକଠାରେ ଧରାପଡିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅଭିଯକ୍ତମାନେ ହେଲେ କାଳିଆମ୍ବାର ଦିଲ୍ଲୀପ କୁମାର ପ୍ରଧାନ, ସଞ୍ଜୀବ ନାୟକ, ଶୁକୁଲା ଗାଁର ରାମ ଚନ୍ଦ୍ର ଲେଙ୍କା, ଗୁରୁପଡ଼ା ଗାଁର ପିଣ୍ଟୁ ପ୍ରଧାନ । ଗାଡିରୁ ୬୦ କିଲୋର ଦୁଇଟି ଗଞ୍ଜେଇ ବ୍ୟାଗ ଜବତ ସହ ଚାରୋଟି ମୋବାଇଲ୍ ସିଜ୍ କରିଛି ପୋଲିସ ।
ଅର୍ଗସ ବ୍ୟୁରୋ : ପୁଣି ଥରେ ପାଲଲହଡାରେ ମୁକେଶ ହଟାଓ ନାରା । ଅନୁଗୋ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶଙ୍ଖମୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ମୁକେଶଚଦ୍ର ପାଲଙ୍କୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚନ ପୂର୍ବରୁ ଭୋଟ ମାଗି ଯାଇଥିବା ବିଧାୟକ ସାଢେ଼ ୪ ବର୍ଷରେ ଥରୁଟିଏ ବି ଗାଁ ମାଟି ମାଡି ନାହାନ୍ତି । ଆଜି ଯାଏ ଗାଆଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହୋଇଥିବା ଯୋଗୁଁ ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର ଦଳୀୟ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ଏକାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ଆଗମୀ ନିର୍ବାଚନରେ ବିଜେଡ଼ିର ଦଳୀୟ ଟିକେଟ ମୁକେଶଙ୍କୁ ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ବିଧାୟକ ବିରୋଧ କରୁଥିବା ବ୍ୟକ୍ତି ବିଜେଡ଼ି କର୍ମୀ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ଆଗକୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏକାଠି ହୋଇ ବିଧାୟକଙ୍କୁ ବିରୋଧ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି