ଏଟିଏମରୁ ଟଙ୍କା ଉଠାଇ ବାହାରକୁ ଆସି ଦେଖନ୍ତି ଗାଡିର ଡ଼ିକି ଖୋଲା ପଡିଥିଲା। ବେ ଗାଡି ଡ଼ିକିରେ ଥିବା ନଗଦ 40 ହଜାର ଟଙ୍କା, ଟି ସୁନା ମୁଦି ଅଳଙ୍କାର ସହ ବ୍ୟାଙ୍କ ପାସବୁକ ଓ କେତେକ କାଗଜପତ୍ରକୁ କେହି ଚୋରି କରି ନେଇଛନ୍ତି।
ଭଦ୍ରକରେ ପୁଣି ମାତିଲେ ଲୁଟେରା
Download Argus News App
