ଏହାପରେ ଯୁବକଙ୍କୁ ପିଛା କରି ଲାବ ନିକଟକୁ ଯାଇଥିଲା । ଲାବ ମାଲିକଙ୍କ ପୁଅ ଘଟଣା ସମ୍ପର୍କରେ ପଚାରିବାକୁ ଉତ୍ତ୍ୟକ୍ତ ହୋଇ ଉଭୟଙ୍କୁ ଛୁରିରେ ଆକ୍ରମଣ କରିଥିଲା ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟାଉନ ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।