କିଛି ବ୍ୟକ୍ତି ମହିଳା ଜଣଙ୍କ ଠାରୁ ଛଡ଼ାଇ ନେଇଥିଲେ ପ୍ରାୟ 50 ହଜାର ଟଙ୍କା । ଦୁଇ ଜଣ ଅଣ ଓଡ଼ିଆଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସରେ ଜିମା ଦେଇଛନ୍ତି । କିନ୍ତୁ ସେମାନଙ୍କଠାରୁ କୌଣସି ଟଙ୍କା ମିଳିନାହିଁ ।
ଇଣ୍ଡିଆନ ବ୍ୟାଙ୍କ ସାମ୍ନାରୁ ଚୋରି ଅଭିଯୋଗ

ଅର୍ଗସ ବ୍ୟୁରୋ : ମହିଳାଙ୍କଠାରୁ ବ୍ୟାଙ୍କ୍ ସମ୍ମୁଖରେ 50 ହଜାର ଟଙ୍କା ଛଡାଇ ଖସି ଯାଇଥିବା ଚୋରକୁ ଅଟକ ରଖିଲେ ସ୍ଥାନୀୟ ବାସିନ୍ଦା । ଭଦ୍ରକ ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଇଣ୍ଡିଆନ ବ୍ୟାଙ୍କ ସାମ୍ନାରୁ ଥିବା ଏକ ଜଳଖିଆ ଦୋକାନରୁ ସ୍ବାମୀ ଓ ସ୍ତ୍ରୀ ବ୍ୟାଙ୍କରୁ ଟଙ୍କା ଉଠାଇ ଜଳଖିଆ କରୁଥିବା କରୁଥିଲେ ।
Download Argus News App
