ବିଟିଂ ରିଟ୍ରିଟ୍ ସେରିମନି ବେଳେ ପ୍ରଦର୍ଶିତ ଲେଜର ଲାଇଟ୍ ସୋ
ଆଜି ସକାଳ ୬ ରୁ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଭଦ୍ରକ

ଅର୍ଗସ ବ୍ୟୁରୋ: ଆଜି 8 ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ ଆଜି ସକାଳ 6 ରୁ 2 ଟା ପର୍ଯ୍ୟନ୍ତ ବନ୍ଦ ରହିବ ଭଦ୍ରକ। ଭଦ୍ରକରେ ମେଡିକାଲ କଲେଜ ଓ ଭଦ୍ରକ ସ୍ୱୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବା ଦାବିରେ ଆଜି ଭଦ୍ରକ ସହରକୁ ବନ୍ଦ କରୁଛି କଂଗ୍ରେସ।ଵିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ କରାଯାଉଛି।
Download Argus News App
