ଭଦ୍ରକ ଆଖଣ୍ଡଳମଣି ମଧ୍ୟସ୍ଥଳରେ ଥିବା ଧୁଷୂରୀ ଥାନା ଛକରେ ରାସ୍ତା ରୋକ ସହ ରାସ୍ତା ଉପରେ ଧାରଣା ଦେଇଛନ୍ତି ସିପିଏମ ଓ କଂଗ୍ରେସ ର କର୍ମୀ । ଫଳରେ ଭଦ୍ରକ ଆଖଣ୍ଡଳମଣି ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ଅଟକି ରହିଥିବା ବେଳେ ଯାତାୟାତ ରେ ବାଧା ସୃଷ୍ଟି ହୋଇଥିଲା ।
ଅର୍ଗସ ବ୍ୟୁରୋ : ରାସ୍ତା ପାଇଁ ରାସ୍ତା ରୋକ୍, ଭଦ୍ରକ ଆଖଣ୍ଡଳମଣି ରାସ୍ତା ମରାମତି କାର୍ଯ୍ୟକୁ ନେଇ ସିପିଏମ ଓ କଂଗ୍ରେସ ମିଳିତ ଭାବେ ରାସ୍ତା ଅବରୋଧ ।