ନିମ୍ନମାନର କାମ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବାବେଳେ ବନ୍ଧ ନିର୍ମାଣ ପାଇଁ ଉପଯୁକ୍ତ ମାଟିରେ କାମ ନହେବା, ବନ୍ଧକୁ ସଠିକ ଭାବେ ରୋଲାରିଂ ନକରିବା ସହ ବିଭାଗୀୟ ଅଧିକାରୀଙ୍କ ଠିକା ସଂସ୍ଥା ପ୍ରତି କୋହଳ ମନୋଭାବ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଯଦି ବନ୍ଧରେ ଘାଇ ହୁଏ ତେବେ ନିମାପଡା ଓ ଗୋପ ବ୍ଲକର ପ୍ରାୟ ୩୦ ଗୋଟି ପଞ୍ଚାୟତ ଧନ ଜୀବନ ଓ ଜୀବିକା ଉଜୁଡ଼ିଯିବ ।
ଆହୁରି ପଢନ୍ତୁ ଓଡିଶା ଖବର...