ଆଜିର ଅତିଥି : ଦେବୁ ବ୍ରହ୍ମା (ଅଭିନେତା ତଥା କମେଡିଆନ୍ )
ଇଭାବେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅର୍ଗସ ବ୍ୟୁରୋ : ଭୁବନେଶ୍ବରରେ ଇଭାବେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ । ଗ୍ରାମାଞ୍ଚଳରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରଚାର ପ୍ରସାର ପାଇଁ ନିର୍ମାଣ ହୋଇଥିବା ଏହି ପ୍ରତିଷ୍ଠାନ ସ୍ଥାନୀୟ ବଜାରରେ ପ୍ରଭାବ ବିସ୍ତାର କରିବା ସହ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟରେ ସହଯୋଗ ସୃଷ୍ଟି କରିବାରେ ଆଗ୍ରହ ପ୍ରକାଶ କରିଆସୁଛି । ଏହା ରାଜ୍ୟ ବାହାରର ବ୍ୟବସାୟୀଙ୍କୁ ସହଯୋଗର ହାତ ବଢ଼ାଇବା ସହ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟରେ ସହଯୋଗ କରି ଆସୁଛି ।
Download Argus News App
