ଅଧିକ ପଢନ୍ତୁ ଓଡ଼ିଶା ଖବର
ମ୍ୟାଙ୍ଗୋ ହୋଟେଲକୁ ପାର୍କିଂ ପାଇଁ ରାସ୍ତା ଦେବାକୁ ଜାଣିଶୁଣି କିଛି ମୁଷ୍ଟିମେୟ ଅଫିସର ଏମିତି କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଜନସାଧାରଣ । ଅନ୍ୟପଟେ ପୂର୍ବରୁ ଏହି ପ୍ରସଙ୍ଗରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲୋ ଦୋକାନ ପାଇଥିବା ବ୍ୟବସାୟୀ । ହାଇକୋର୍ଟ ଷ୍ଟେ ଅଡ଼ର ଜୁଲାଇ ୨୫ ପର୍ଯ୍ୟନ୍ତ ଦେଇଛନ୍ତି । କିନ୍ତୁ ତାପରେ ମଧ୍ୟ ବିଡିଏ, ଏନ୍ଫୋର୍ସମେଣ୍ଟ ଟିମ କାହିଁକି ଭାଙ୍ଗିବାକୁ ଆସିଥିଲେ ପ୍ରଶ୍ନ କରିଛନ୍ତି ।