ଏହା ଅଧିନରେ ଥିବା ବିଭିନ୍ନ ଅନୁଷ୍ଠାନ ଓ ସ୍ଥାନିୟ ସଂସ୍ଥା ଗୁଡ଼ିକର ଆର୍ଥିକ ପରିଚାଳନାରେ ସମୀକ୍ଷା ପାଣ୍ଠି ବେଶ୍ ସହାୟକ ହେଉଥିବା ବେଳେ ସେମାନଙ୍କର ବହୁଦିନର ସମସ୍ୟା ରହିଛି । ଯାହାର ସମାଧାନ ପାଇଁ ସଂଘର ସଭାପତି ଆଲୋଚନା କରିବା ସହ ମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି ।
ଅର୍ଗସ ବ୍ୟୁରୋ : ଓଡ଼ିଶା ଅଧସ୍ତନ ଅର୍ଥ ସେବା ସଂଘ ସ୍ଥାନୀୟ ପାଣ୍ଠି ସମୀକ୍ଷା ପକ୍ଷରୁ ୨୮ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବର ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ପାଣ୍ଠି ସମୀକ୍ଷା ଓଡ଼ିଶା ସରକାରଙ୍କ ଏକମାତ୍ର ବୈଧାନିକ ସମୀକ୍ଷା ସଂସ୍ଥା ।