ଅଧିକ ପଢନ୍ତୁ : ୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ନେଉଛନ୍ତି ବଟି
ଏହି ଘଟଣାରେ ନକୁଳ ମହାକୁଡ଼, ଆଶିଷ ଜେନା, ଦୀପକ ଦାସ,ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ ବାଳିଆରସିଂ ଓ ଆଶିଷ ରାୟ ଗିରଫ ହୋଇଥିଲେ । ନକୁଳ ମହାକୁଡ଼ ନାଁରେ ପୂର୍ବରୁ NSA ଲାଗିଥିଲା । ମାଷ୍ଟରମାଇଣ୍ଡ ଝାରପଡାର ରାଘବ ଜେନା ଏବେବି ଫେରାର । ମହିଳାଙ୍କୁ ଢାଲ କରି ଚଳାଇଥିଲେ ଜମି ପୋଜେସନ ଗ୍ୟାଙ୍ଗ । ହାତରେ ଦଉଡି ବାନ୍ଧି ରାସ୍ତାରେ ଚଲେଇ ନେଇଥିଲା ପୋଲିସ ।
ଓଡ଼ିଶାରେ ଘଟୁଥିବା ଅପରାଧ ଖବର ଆହୁରି ପଢନ୍ତୁ