ଅଧିକ ପଢନ୍ତୁ : ଅଗ୍ନି ନିରାପତ୍ତା ଯାଞ୍ଚ ନ କରିବା ହେଲା କି କାଳ ?
ଭୁବନେଶ୍ବରର ସବୁଠାରୁ ବଡ ମାର୍କେଟ କହିଲେ ମାର୍କେଟ ବିଲ୍ଡିଂକୁ ବୁଝାଯାଏ । ଦିନ ତମାମ ଏଠାରେ ଲୋକଙ୍କ ଭିଡ ଜମିଥାଏ । ତେବେ ଦୁର୍ଭାଗ୍ୟବଶଃତ ଏଠାରେ ଅଗ୍ନିକାଣ୍ଡ ଘଟିଲେ ଏହାକୁ କିପରି ଆୟତ କରାଯାଇ ପାରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛିକାଂଶରେ ବଡ଼ ଦୋକାନ ଏବଂ ସପିଂ ମଲକୁ ଛଡିଦେଲେ ଛୋଟ ଦୋକାନ ଗୁଡିରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ । ଫଳରେ ଆଗକୁ ଏଠାରେ ମଧ୍ୟ ବଡ ଧରଣର ଅଘଟଣକୁ ଏଡାଇ ଦିଆନଯାଇପାରେ ।