ନିଛାଟିଆ ଜାଗାକୁ ନେଇ ଦୁଷ୍କର୍ମ କରୁଥିବା ବେଳେ ଝିଅଟି କାନ୍ଦିବାରୁ ବସ୍ତି ବାସିନ୍ଦା ପହଞ୍ଚି ଉଦ୍ଧାର କରିଥିଲେ। ମଞ୍ଚେଶ୍ବର ଥାନା ପୋଲିସ ଅଭିଯୁକ୍ତ ଯୁଧିଷ୍ଠିର ସୋରେନକୁ ଗିରଫ କରିଛି ।
ଅର୍ଗସ ବ୍ୟୁରୋ : ମୁଢ଼ି ଖାଇବାକୁ ଡାକି ନେଇ 9 ବର୍ଷ ର ନାବାଳିକା କୁ ଦୁଷ୍କର୍ମ। ଭୁବନେଶ୍ବର ମଞ୍ଚେଶ୍ବର ଏକ ବସ୍ତିର ଘଟଣା। ସୋମବାର ରାତିରେ ଝିଅଟି ଘର ବାହାରେ ଖେଳୁଥିବା ବେଳେ ପଡ଼ୋଶୀ ଅଭିଯୁକ୍ତ ଯୁଧିଷ୍ଠିର ମୁଢି ଖାଇବାକୁ କହି ଡାକିନେଇଥିଲା ।